କରୋନା ପାଇଁ ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା

ସୋମବାରଠାରୁ ବାହାର ରାଜ୍ୟକୁ ଗଡିବନି ବସ୍ ଭୁବନେଶ୍ବର: କରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି। ବି‌‌ଶେଷ କରି ରାଜ୍ୟ ବାହାରକୁ ଯାଉଥିବା ବସର ଗମନାଗମନ ଉପରେ କଡା କଟକଣା ଲଗାଇଛନ୍ତି। ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିବା ବେଳେ ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। … Continue reading କରୋନା ପାଇଁ ଆନ୍ତଃରାଜ୍ୟ ବସ ଯାତାୟତ ଉପରେ କଟକଣା